fbpx
BSKY SKY
BSKY SKY

ସୁଗାରକୁ କଣ୍ଟ୍ରୋଲ କରିବାରେ ସାହାଯ୍ୟ କରିବ ଏହି ପରିବା, ଡାଇବେଟିସ ଲୋକ ନିଶ୍ଚିତ ଖାଆନ୍ତୁ…

BSKY

ଡାଇବେଟିସ ଏକ ଏପରି ରୋଗ ଯାହା ଉପରେ ସବୁବେଳେ ଧ୍ୟାନ ଦେବାକୁ ପଡିବ । ଖାଦ୍ୟ ପାନୀୟ ଉପରେ ମଧ୍ୟ ବିଶେଷ ଭାବରେ ଗୁରୁତ୍ୱ ଦେବାକୁ ପଡିବ । ଏହି ରୋଗରେ ପିଡିତ ହୋଇଥିବା ଲୋକ ସବୁବେଳେ କମ କ୍ୟାଲୋରୀ ଖାଦ୍ୟ ଖାଇବା ଆବଶ୍ୟକ । କାରଣ ଅଧିକ କ୍ୟାଲୋରୀ ଖାଦ୍ୟ ଖାଇଲେ ମେଟାବଲିଜିମ ବଢିବା ସହିତ ଶରୀରରେ ସୁଗାରର ମାତ୍ରା ମଧ୍ୟ ବଢିଥାଏ । ଡାଇବେଟିସ ରୋଗୀଙ୍କୁ ଫାଇବର ଯୁକ୍ତ ଖାଦ୍ୟ ଖାଇବା ନିହାତି ଆବଶ୍ୟକ ଯାହା ଆମକୁ ପାନିପରିବାରରୁ ମିଳିଥାଏ । ପନିପରିବା ଖାଇବା ଦ୍ୱାରା ଏହା ଆମକୁ ଅନେକ ରୋଗରୁ ମଧ୍ୟ ରକ୍ଷା କରିଥାଏ ।

୧.ଜହ୍ନିରେ କ୍ୟାଲୋରୀ ଏବଂ କାବର୍ସର ମାତ୍ରା ଅଧିକ ଥାଏ । ତେଣୁ ଏହି ପରିବା ଡାଇବେଟିସ ଲୋକଙ୍କ ପାଇଁ ଲାଭଦାୟକ ହୋଇଥାଏ । ଡାଇବେଟିସ ଲୋକ ଏହାକୁ ନିୟମିତ ଭାବରେ ଖାଇବା ଦ୍ୱାରା ଏହା ଶରୀରରେ ବ୍ଲଡ ସୁଗାରର ମାତ୍ରା କମ କରିଥାଏ ।

୨.ଜହ୍ନିରେ ପେପ୍ଟାଇଡ ଏବଂ ଆଲକାଲଏଡସ ଭରପୁର ମାତ୍ରାରେ ଥାଏ । ଯାହା ଦ୍ୱାରା ଏହା ଶରୀରରେ ସୁଗାରର ଏବଂ ମେଟାବଲିଜମର ମାତ୍ରା ଅଧିକ କରିବାରେ ସାହାଯ୍ୟ କରିଥାଏ କିନ୍ତୁ ଏହା ଆପଣଙ୍କ ଶରୀରରେ ସୁଗାରକୁ ପାଚନ କରିବାରେ ସାହାଯ୍ୟ କରିଥାଏ ।

୩.ଜହ୍ନିରେ ଫାଇବର ପ୍ରଚୁର ପରିମାଣରେ ଥାଏ ଯାହା ଫଳରେ ଏହା ଭୋକକୁ ନିୟନ୍ତ୍ରଣ କରିଥାଏ । ଏହା ଓଜନ କମ କରିବାରେ ସାହାଯ୍ୟ କରିଥାଏ । ଏହି ସବୁଜ ପନିପରିବା ଖାଇବା ଦ୍ୱାରା ରକ୍ତରେ ଶର୍କରା ସ୍ତର କମ କରିପାରିବ।

ଡାଇବେଟିସରେ ଆପଣ ଜହ୍ନିକୁ ବିଭିନ୍ନ ପ୍ରକାରରେ ପ୍ରସ୍ତୁତ କରି ଖାଇପାରିବେ ଆପଣ ଏହାକୁ ରୋଷେଇ କରି ଖାଇ ପାରିବେ ଅର୍ଥାତ ଏହାକୁ ତରକାରୀ କରି ଖାଇପାରିବେ । ଏହାକୁ ସାଲାଡ କରି ମଧ୍ୟ ଖାଇ ପାରିବେ । ଏହାର ଚଟଣୀ ପ୍ରସ୍ତୁତ କରି ମଧ୍ୟ ଆପଣମାନେ ଖାଇ ପାରିବେ । ଯଦି ଆପଣଙ୍କୁ ଡାଇବେଟିସ ଅଛି ତେବେ ଆପଣ ନିଜ ଖାଦ୍ୟରେ ଜହ୍ନିକୁ ସାମିଲ କରନ୍ତୁ ।

Get real time updates directly on you device, subscribe now.