fbpx

ତାମିଲନାଡ଼ୁ ନିର୍ବାଚନରେ ଡିଏମକେ ଆଗୁଆ

ଚେନ୍ନାଇ, ୨ା୫: ଆଜି ତାମିଲନାଡ଼ୁରେ ଭୋଟ ଗଣନା ଜାରି ରହିଛି । ମୋଟ ୨୩୪ଟି ଆସନ ମଧ୍ୟରୁ ଡିଏମକେ ୧୪୧ଟି ସିଟରେ ଆଗୁଆ ରହିଛି । ଏଆଇଏଡିଏମକେ ୮୭ଟି ସିଟରେ ଆଗୁଆ ରହିଥିବା ସୂଚନା ମିଳିଛି । ସେହିପରି ଅନ୍ୟାନ୍ୟ ଦଳ ୬ଟି ଆସନରେ ଆଗୁଆ ରହିଥିବା ବର୍ତ୍ତମାନ ସୁଦ୍ଧା ଜଣାପଡ଼ିଛି । ବହୁମତ ପାଇଁ ୧୧୮ଟି ସିଟରେ ଜିତିବା ଆବଶ୍ୟକ ।

Get real time updates directly on you device, subscribe now.