• Likes
  • Followers
  • Subscribers
  • Followers
  • Android App
  • Sunday, September 14, 2025
  • Home
  • About
  • Contact Us
  • E-Paper
  • YouTube

Odisha Bhaskar Odisha Bhaskar - Latest Odia News, Odisha latest news

KHIMJI SEPT 2025
  • Home
  • ଭିଡ଼ିଓ
  • ଖବର
    • କୃଷି
    • ଖବର
    • ଭିଡିଓ ଖବର
  • ଦେଶ ବିଦେଶ
    • ଦେଶ
    • ବିଦେଶ
    • ୟୁକ୍ରେନ-ରୁଷିଆ ଯୁଦ୍ଧ
  • ରାଜ୍ୟ
    • ମହାନଗର
  • ରାଜନୀତି
    • ପଞ୍ଚାୟତ ନିର୍ବାଚନ
    • ପୌର ନିର୍ବାଚନ
    • ରାଜ୍ୟସଭା
  • ଅପରାଧ
  • ଶିକ୍ଷା
    • ନିଯୁକ୍ତି
  • ସ୍ୱାସ୍ଥ୍ୟ
    • କରୋନା
  • ଖେଳ
    • IPL
    • ଅଲିମ୍ପିକ୍
    • ଟି-୨୦ ବିଶ୍ୱକପ୍
  • ବାଣିଜ୍ୟ
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
    • Astrology
    • Rasifala
  • ଜ୍ଞାନ ବିଜ୍ଞାନ
  • ପରମ୍ପରା
    • ରଥ ଯାତ୍ରା
      • ଦୁର୍ଗା ପୂଜା
Odisha Bhaskar
  • Home
  • Breaking News
  • PNBରେ ଅଛି କି ଆକାଉଣ୍ଟ? ସାବଧାନ୍, ଏହି କାରଣ ପାଇଁ ବନ୍ଦ ହୋଇପାରେ ଆପଣଙ୍କ ଖାତା!

PNBରେ ଅଛି କି ଆକାଉଣ୍ଟ? ସାବଧାନ୍, ଏହି କାରଣ ପାଇଁ ବନ୍ଦ ହୋଇପାରେ ଆପଣଙ୍କ ଖାତା!

By Development On Jun 18, 2024 at 9:34 PM
Share

ଓଡ଼ିଶା ଭାସ୍କର: ପଞ୍ଜାବ ନେସନାଲ ବ୍ୟାଙ୍କ(PNB) ବର୍ତ୍ତମାନ ଅନେକ ଲୋକଙ୍କର ଖୁବ ପସନ୍ଦ ପାଲଟିଛି । ତେବେ ଏହି ବ୍ୟାଙ୍କକୁ ନେଇ ବର୍ତ୍ତମାନ ଏକ ବଡ଼ ଖବର ସାମନାକୁ ଆସିଛି । ଏହି ବ୍ୟାଙ୍କରେ ଆକାଉଣ୍ଟ ଥିବା ଗ୍ରାହକମାନଙ୍କ ପାଇଁ ଆଲର୍ଟ ଜାରି କରାଯାଇଛି । ପିଏନବିରେ ବ୍ୟାଙ୍କ ଆକାଉଣ୍ଟ ଥିଲେ ଅନେକ ଗ୍ରାହକଙ୍କ ଖାତା ବନ୍ଦ ହେବାର ସମ୍ଭାବନା ରହିଛି । ଗତ ୩ ବର୍ଷରେ କୌଣସି ଟ୍ରାଞ୍ଜାକ୍ସନ ହୋଇ ନଥିବା ଆକାଉଣ୍ଟ ଏବଂ ଜିରୋ ବାଲାନ୍ସ ଥିବା ଆକାଉଣ୍ଟକୁ ବନ୍ଦ କରି ଦିଆ ଯାଇପାରେ । ଜୁନ୍ ୩୦ ତାରିଖ ପରେ ଏହିସବୁ ଆକାଉଣ୍ଟ ବନ୍ଦ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି ।

ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟରରେ ଏ ନେଇ ଏକ ପୋଷ୍ଟ କରିଛି ପଞ୍ଜାବ ନେସନାଲ ବ୍ୟାଙ୍କ । ଏଥିରେ କୁହାଯାଇଛି ଯେ, ଅନେକ ଗ୍ରାହକ ୩ ବର୍ଷରୁ ଅଧିକ ସମୟ ପର୍ଯ୍ୟନ୍ତ ଆକାଉଣ୍ଟରେ କୌଣସି ଟ୍ରାଞ୍ଜାକ୍ସନ କରୁ ନଥିବା ଦେଖାଯାଇଛି । ଏହାବ୍ୟତୀତ ଆକାଉଣ୍ଟରେ ବାଲାନ୍ସ ମଧ୍ୟ ଜିରୋ ରହିଛି । ତେଣୁ ଆକାଉଣ୍ଟର ଏଭଳି ଦୁରୂପୋଯୋଗକୁ ରୋକିବା ପାଇଁ ଏଭଳି ଏକ କଡ଼ା ପଦକ୍ଷେପ ନିଆଯାଇଛି । ଏଥିପାଇଁ ଗ୍ରାହକଙ୍କୁ ବ୍ୟାଙ୍କ ତରଫରୁ ୨୦୨୪ ମେ’ ୧, ମେ’ ୧୬, ମେ’ ୨୪ ଏବଂ ଜୁନ୍ ୧ ତାରିଖରେ ୱେବସାଇଟ ତଥା ସୋସିଆଲ ମିଡିଆ ଜରିଆରେ ନୋଟିସ ମଧ୍ୟ ଦିଆଯାଇଛି । ତେବେ ଏହି ଖାତା ବନ୍ଦ କରିବାରୁ ରକ୍ଷା ପାଇବା ପାଇଁ ଜୁନ୍ ୩୦ ତାରିଖ ସୁଦ୍ଧା ଆକାଉଣ୍ଟକୁ ସକ୍ରିୟ କରିବାକୁ ପଡ଼ିବ ।

ପଞ୍ଜାବ ନେସନାଲ ବ୍ୟାଙ୍କ ତରଫରୁ କୁହାଯାଇଛି ଯେ, ଜୁନ୍ ୩୦ ତାରିଖ ପରେ ଏହିସବୁ ଆକାଉଣ୍ଟକୁ କୌଣସି ନୋଟିସ ବିନା ବନ୍ଦ କରି ଦିଆଯିବ । ତେବେ ଡିମେଟ ଆକାଉଣ୍ଟ (Demat Accounts) ସହ ଲିଙ୍କ ହୋଇଥିବା ଖାତାଗୁଡ଼ିକୁ ବନ୍ଦ କରାଯିବ ନାହିଁ । ସେହିଭଳି ୨୫ ବର୍ଷରୁ କମ୍ ବୟସର ଗ୍ରାହକଙ୍କ ଷ୍ଟୁଡେଣ୍ଟ ଆକାଉଣ୍ଟ, ନାବଳକଙ୍କ ଖାତା, SSY/PMJJBY/PMSBY/APY  ଭଳି ଯୋଜନା ପାଇଁ ଖୋଲାଯାଇଥିବା ଆକାଉଣ୍ଟଗୁଡ଼ିକ ମଧ୍ୟ ରଦ୍ଦ ହେବନାହିଁ ।

ଆହୁରି ପଢନ୍ତୁ

ଟେକ ଅଫ୍ କରିପାରିଲାନି ଇଣ୍ଡିଗୋ ବିମାନ;…

କାନ୍ଦି କାନ୍ଦି ଫେରିଲେ ଶ୍ରଦ୍ଧାଳୁ, ଅଧାରୁ…

Share

Prev Post

ଏହି ହୋଟେଲରେ ହେବ ସୋନାକ୍ଷୀ ସିହ୍ନା ଏବଂ ଜହୀର ଇକବାଲଙ୍କ ରିସେପ୍ସନ, ଜାଣନ୍ତୁ କେଉଁଠି

Next Post

କଟକ ଆଗ୍ରିଭେଟର ଅତ୍ୟାଧୁନିକ ଶସ୍ୟ ଭିତ୍ତିକ ଇଥାନଲ ପ୍ଲାଣ୍ଟ ଉଦଘାଟିତ: ସୃଷ୍ଟି ହେବ ୧୨୦୦ରୁ ଅଧିକ ନିଯୁକ୍ତି ସୁଯୋଗ, ଉପକୃତ ହେବେ ୩୦ ହଜାରରୁ ଅଧିକ ଚାଷୀ

You might also like More from author
Breaking News

ଟେକ ଅଫ୍ କରିପାରିଲାନି ଇଣ୍ଡିଗୋ ବିମାନ; ବିମାନରେ ଥିଲେ ସାଂସଦ ଡିମ୍ପଲଙ୍କ ସମେତ 151 ଯାତ୍ରୀ,…

ଖବର

କାନ୍ଦି କାନ୍ଦି ଫେରିଲେ ଶ୍ରଦ୍ଧାଳୁ, ଅଧାରୁ ବନ୍ଦ ହେଲା ବୈଷ୍ଣୋ ଦେବୀଙ୍କ ଦର୍ଶନ

Breaking News

ଦେଶ ରଚିଲା ଇତିହାସ; ତିଆରି ହେଲା ପ୍ରଥମ ମ୍ୟାଲେରିଆ ଭ୍ୟାକ୍ସିନ, ICMR ଏହି 5ଟି କମ୍ପାନୀକୁ ଦେଲା…

ଖବର

ଖାଲି ପେଟରେ ମେଡିଟେସନ୍ କଲେ କ’ଣ ହୁଏ, ଲାଭ ମିଳେ ନା କ୍ଷତି ହୁଏ

Breaking News

ଭାରତୀୟ କ୍ରିକେଟରେ ନୂଆ ଅଧ୍ୟାୟ: ନ୍ୟୁଜିଲାଣ୍ଡର ଚାମ୍ପିୟନ କୋଚଙ୍କୁ ମିଳିଲା ଭାରତରେ ବଡ଼ ଦାୟିତ୍ବ,…

Asia Cup

ଯଦି ଅପରେସନ ସିନ୍ଦୂର ପୂରା ହୋଇନି, ତେବେ ଭାରତ-ପାକ୍ ମ୍ୟାଚ୍ କାହିଁକି, ପ୍ରଧାନମନ୍ତ୍ରୀଙ୍କୁ…

Prev Next
Odisha Bhaskar

Recent Posts

ଟେକ ଅଫ୍ କରିପାରିଲାନି ଇଣ୍ଡିଗୋ ବିମାନ;…

କାନ୍ଦି କାନ୍ଦି ଫେରିଲେ ଶ୍ରଦ୍ଧାଳୁ, ଅଧାରୁ…

ଦେଶ ରଚିଲା ଇତିହାସ; ତିଆରି ହେଲା ପ୍ରଥମ…

ଖାଲି ପେଟରେ ମେଡିଟେସନ୍ କଲେ କ’ଣ ହୁଏ,…

ଭାରତୀୟ କ୍ରିକେଟରେ ନୂଆ ଅଧ୍ୟାୟ:…

ଯଦି ଅପରେସନ ସିନ୍ଦୂର ପୂରା ହୋଇନି, ତେବେ…

Polls

ପ୍ରବାସୀ ଭାରତୀୟ ଦିବସ ଓଡ଼ିଶାର ପ୍ରଗତିରେ ସହାୟକ ହେବ କି?

View Results

Loading ... Loading ...
More Stories

ଟେକ ଅଫ୍ କରିପାରିଲାନି ଇଣ୍ଡିଗୋ ବିମାନ;…

କାନ୍ଦି କାନ୍ଦି ଫେରିଲେ ଶ୍ରଦ୍ଧାଳୁ, ଅଧାରୁ…

ଦେଶ ରଚିଲା ଇତିହାସ; ତିଆରି ହେଲା ପ୍ରଥମ…

ଖାଲି ପେଟରେ ମେଡିଟେସନ୍ କଲେ କ’ଣ ହୁଏ,…

Prev Next 1 of 29,275
© 2025 - TK Digital All Rights Reserved.