କାମୁକତାର ଶେଷ ସୀମା, ୧୩ କୁକୁରକୁ କଲା ଦୁଷ୍କର୍ମ
୧୩ଟି ବୁଲା କୁକୁରଙ୍କୁ ଦୁଷ୍କର୍ମ କରି ଗିରଫ ହେଲା ବ୍ୟକ୍ତି। ରାଜଧାନୀ ଦିଲ୍ଲୀର କୈଳାଶ ନଗର ଘଟଣା।
ନୂଆଦିଲ୍ଲୀ: ପ୍ରତିଦିନ ଜୀବଜନ୍ତୁଙ୍କୁ ଉପରେ ଅତ୍ୟାଚାର ହେଉଥିବା ଖବର ଆପଣ ଶୁଣିଥବେ। ହେଲେ ରାଜଧାନୀ ଦିଲ୍ଲୀର କୈଳାଶ ନଗରରୁ ଏପରି ଘଟଣା ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ।
ଜଣେ ବ୍ୟକ୍ତି ନିଜ କାମୁକତା ପାଇଁ ସୋସାଇଟ୍ର ୧୩ଟି ବୁଲା କୁକୁରଙ୍କୁ ଦୁଷ୍କର୍ମ କରିଛନ୍ତି। କୁକୁରଙ୍କୁ ଦୁଷ୍କର୍ମ କରୁଥିବା ସମୟରେ ଜଣେ ବ୍ୟକ୍ତି ମଧ୍ୟ ତାଙ୍କ ଭିଡିଓ କରିଥିଲେ।ଏହି ଘଟଣା ସମ୍ପର୍କରେ ଜାଣିବା ପରେ ପଶୁପ୍ରେମୀ ଏବଂ ଅନ୍ୟ ଲୋକଙ୍କ ଭିତରେ ରାଗ ବଢ଼ିଯାଇଥିଲା। ଯୁବକଙ୍କୁ ନିସ୍ତୁକ ମାଡ଼ ମାଡ଼ିବା ସହ ପୋଲିସରେ ଦେଇଥିଲେ ସ୍ଥାନୀୟ ଲୋକ।
ପୋଲିସ ଏହି ଯୁବକଙ୍କୁ ଗିରଫ ମଧ୍ୟ କରିଛନ୍ତି। ଏହି ଯୁବକ ସ୍ୱିକାର କରିଛନ୍ତି ୧୩ଟି ବୁଲା କୁକୁରଙ୍କୁ ସେ ଦୁଷ୍କର୍ମ କରିଛନ୍ତି। ଯୁବକଙ୍କୁ ଉଚିତ ଦଣ୍ଡ ମିଳୁ ବୋଲି ଲୋକ ଦାବି କରିଛନ୍ତି।
ଅନେକ ସ୍ଥାନରେ ଏବେ ପଶୁଙ୍କ ପ୍ରତି ଅତ୍ୟାଚାର ବଢ଼ିଚାଲିଛି। କିଛି ଦିନ ତଳେ ଗୋମାତାଙ୍କ ସହ ମଧ୍ୟ ବଳାତ୍କାର ଖବର ସାମ୍ନାକୁ ଆସିଥିଲା।
@LtGovDelhi @CMODelhi @DelhiPolice @CrimeBranchDP @DelhiPoliceCom1 @CPDelhi @CellDelhi @DCPNewDelhi @joedelhi @RishiDevarch @JesudossAsher @asharmeet02 @PetaIndia @pfaindia @Manekagandhibjp @AmbikaShukla15 @PMOIndia @HMOIndia @SupremeCourtIND @narendramodi pic.twitter.com/JVztR6zE4o
— voiceforanimals11 (@vfanimals11) April 10, 2025