fbpx

ଭାରତୀୟ ଏଜେନ୍ସି ଗୁଡିକୁ ଝଟକା, ପଳାତକ ମେହୁଲ୍‌ ଚୋକ୍ସିଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ୍‌

ରୋସେଉ, (ଓଡ଼ିଶା ଭାସ୍କର): ବହୁଚର୍ଚ୍ଚିତ ପଞ୍ଜାବ ନ୍ୟାସନାଲ୍‌ ବ୍ୟାଙ୍କ ଋଣ ଜାଲିଆତି ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ଭାରତରୁ ପଳାତକ ମେହୁଲ ଚୋକ୍ସିଙ୍କୁ ସୋମବାର ଡୋମିନିକାର ଏକ କୋର୍ଟ ସର୍ତ୍ତମୂଳକ ଜାମିନ ଦେଇଛନ୍ତି । ଫଳରେ ତାଙ୍କର ପ୍ରତ୍ୟର୍ପଣ ପାଇଁ ଉଦ୍ୟମ ଚଳାଇଥିବା ଭାରତୀୟ ଏଜେନ୍ସିଗୁଡ଼ିକୁ ଧକ୍କା ଲାଗିଛି । ସେ ଗତ ମଇ ୨୩ରୁ ଡୋମିନିକାରୁ ଗିରଫ ହୋଇ ଜେଲ୍‌ରେ ଥିଲେ । କୋର୍ଟ ସ୍ୱାସ୍ଥ୍ୟଗତ କାରଣରୁ ଏହି ଜାମିନ ଦେଇଛନ୍ତି ।

Get real time updates directly on you device, subscribe now.