Breaking: ହିମାଚଳରେ ଛାନିଆ ଲୋକେ, ସକାଳୁ ସକାଳୁ ଥରିଲା ମଣ୍ଡି

ହିମାଚଳ ପ୍ରଦେଶ: ହିମାଚଳ ପ୍ରଦେଶ ମଣ୍ଡିରେ ଭୂକମ୍ପ । ଭୂକମ୍ପର ତୀବ୍ରତା ୩.୪ ରହିଛି ।

ସକାଳ ପ୍ରାୟ ୯ଟା ୧୮ ମିନିଟରେ ସ୍ଥାନୀୟ ଅଞ୍ଚଳରେ ଭୂକମ୍ପ ଝଟକା ଅନୁଭୂତ ହେଉଛି ।

ଭୂକମ୍ପ ନେଇ ସ୍ଥାନୀୟ ଅଞ୍ଚଳରେ କୌଣସି କ୍ଷୟ, କ୍ଷତି ହୋଇ ନାହିଁ ।

ଭୂକମ୍ପର ଗଭୀରତା ୫ କି.ମି ରହିଥିବା ନ୍ୟାଶନାଲ କେଣ୍ଟର ଫର ସିସମୋଲୋଜି ପକ୍ଷରୁ କୁହାଯାଇଛି ।