fbpx
BSKY
BJD MC SKY
BJD MS SKY

ଭୁବନେଶ୍ୱର ଏମ୍ସରେ ଇକମୋ ମେସିନ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ପ୍ରଥମ ସରକାରୀ ହସ୍ପିଟାଲ ଭାବରେ ଏମ୍ସରେ ଇକମୋ ଆଜି ଉଦଘାଟକି ହୋଇଯାଇଛି । ଆଜି ଭୁବନେଶ୍ୱର ଏମ୍ସରେ ଉଦଘାଟନ ହୋଇଛି ଇକମୋ ମେସିନ୍ । ନବମ ପ୍ରତିଷ୍ଠା ଦିବସରେ ନିର୍ଦ୍ଦେଶିକା ଉଦଘାଟନ କରିଛନ୍ତି । ତେବେ ଏହି ମେସିନ୍ ପରେ ଆଉ ଏକ ଇକମୋ ମେସିନ୍ ଆସିବ । ଆଗାମୀ ୧ ସପ୍ତାହ ମଧ୍ୟରେ ଇକମୋ ଚିକିତ୍ସା ଆରମ୍ଭ ହେବ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.