fbpx

ସାଂସଦ, ବିଧାୟକଙ୍କୁ ବିରୋଧ ପ୍ରଦର୍ଶନ: ଅଣ୍ଡାମାଡ଼ କଲା ଯୁବ କଂଗ୍ରେସ; ଦେଖନ୍ତୁ ଭିଡିଓ…

କଳାହାଣ୍ଡି: ସାଂସଦ ସୁଜିତ କୁମାର ଏବଂ ବିଧାୟକ ଭୂପିନ୍ଦର ସିଂଙ୍କ ଗାଡ଼ିକୁ ଅଣ୍ଡାମାଡ଼ କଳାହାଣ୍ଡି ନର୍ଲା ଉଲିକୁପା ନିକଟରେ ଉଭୟଙ୍କ ଗାଡ଼ିକୁ ଅଣ୍ଡାମାଡ଼ କର୍ମୀ ସମ୍ମିଳନୀରୁ ଫେରିବା ବେଳେ ଯୁବ କଂଗ୍ରେସ ପକ୍ଷରୁ ଅଣ୍ଡାମାଡ଼ କରାଯାଇଛି

ସୂଚନା ଯୋଗ୍ୟ, ମମିତା ମେହେର ହତ୍ୟା ମାମଲାରେ ଗୃହମନ୍ତ୍ରୀଙ୍କ ବହିଷ୍କାର ଦାବି କରିଆସୁଛନ୍ତି ବିରୋଧୀ ବିଜେଡି ମନ୍ତ୍ରୀ ତଥା ନେତାଙ୍କୁ ଟାର୍ଗେଟ କରି ଅଣ୍ଡାମାଡ଼ କିମ୍ବା କଳାପତାକା ଦେଖାଇ ବିରୋଧ ପ୍ରଦର୍ଶନ କରୁଛନ୍ତି ବିରୋଧୀ ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଥିବାବେଳେ ବିରୋଧ ଦେଖିବାକୁ ମିଳିଛି ଯାହାକୁ ନେଇ ସରଗରମ ହୋଇଛି ରାଜନୀତିକ ମାହୋଲ

 

Get real time updates directly on you device, subscribe now.