ମୋବାଇଲ ଆପ୍‌ରେ ବାୟୋମେଟ୍ରିକ୍ ଉପସ୍ଥାନ ବାଧ୍ୟତାମୂଳକ, ଏହି ବିଭାଗର ନିର୍ଦ୍ଦେଶ

ମୋବାଇଲ ଆପରେ କର୍ମଚାରୀ ଦେବେ ଉପସ୍ଥାନ

ଭୁବନେଶ୍ୱର: ମୋବାଇଲ ଆପରେ ବାୟୋମେଟ୍ରିକ ଉପସ୍ଥାନ ବାଧ୍ୟତାମୂଳକ ରହିଛି। ଏନେଇ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ନିର୍ଦ୍ଦେଶ ଜାରି କରିଛି।

ସମସ୍ତ କର୍ମଚାରୀ ମୋବାଇଲ ଆପ୍ ମାଧ୍ୟମରେ ଉପସ୍ଥାନ ଦେବେ। ଆପରୁ ଅନୁପସ୍ଥିତି ବିବରଣୀ ଆଧାରରେ ପରମର୍ତ୍ତୀ ଦରମା ମିଳିବ। ଲଗ ଇନ୍ ଲଗ ଆଉଟ୍ ସମସ୍ୟା ହେଲେ ରିପୋର୍ଟ କରିବାକୁ ହେବ।