fbpx

ବିଦାୟୀ ଡିଜିପିଙ୍କୁ ନୂଆ ନିଯୁକ୍ତି ଦେଲେ ମୁଖ୍ୟମନ୍ତ୍ରୀ: ନାର୍କୋଟିକ୍ ଟାସ୍କ ଫୋର୍ସର ଅଧ୍ୟକ୍ଷ ନିଯୁକ୍ତ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ବିଦାୟୀ ଡିଜିପି ଅଭୟଙ୍କୁ ମିଳିଲା ନୂତନ ନିଯୁକ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡିଜିପି ଅଭୟଙ୍କୁ ରାଜ୍ୟ ନାର୍କୋଟିକ୍ ଟାସ୍କ ଫୋର୍ସର ଅଧ୍ୟକ୍ଷ ଭାବରେ ନିଯୁକ୍ତ କରିଛନ୍ତି । ଏହି ପଦବୀ ମୁଖ୍ୟ ଶାସନ ସଚିବ ରାଙ୍କର ବୋଲି ଜଣାପଡିଛି । ରାଜ୍ୟରେ ଦେଖା ଦେଉଥିବା ବିଭିନ୍ନ ଡ୍ରଗ୍ସ ଜନିତ ସମସ୍ୟାର ମୁକାବିଲା କରିବାରେ ଏହି ଟାସ୍କ ଫୋର୍ସ କାମ କରିବ ।

Get real time updates directly on you device, subscribe now.