ପାକିସ୍ଥାନରେ ବିସ୍ଫୋରଣ, 4 ବଗି ଲାଇନଚ୍ୟୁତ

ପାକିସ୍ତାନ: ପାକିସ୍ତାନ ଜାକୋବାବାଦ ରେଳ ଧାରଣାରେ ବିସ୍ଫୋରଣ। ଏହି ବିସ୍ଫୋରଣରେ 4 ଟି ବଗି ଲାଇନଚ୍ୟୁତ ହୋଇଥିବାବେଳେ କୌଣସି ଯାତ୍ରୀଙ୍କର ମୃତ୍ୟୁ ହୋଇନଥିବା ସୂଚନା ମିଳିଛି।

କିଛି ଦିନ ତଳେ ଜାଫର ଏକ୍ସପ୍ରେସ ହାଇଜାକ ହୋଇଥିବା ବେଳେ ଆଜି ଏପରି ଏକ ଘଟଣା ଦେଖିବାକୁ ମିଳିଛି।