ଭୁବନେଶ୍ୱର: ସରଣ୍ଡା ଜଙ୍ଗଲରୁ ଠାବ ହେଲା ବିସ୍ଫୋରକ । ବିସ୍ପୋରକ ଭର୍ତ୍ତି ଭ୍ୟାନରୁ ଲୁଟ୍ ସମଗ୍ରୀ ଠାବ କଲେ ସୁରକ୍ଷା କର୍ମୀ ।
ଝାଡ଼ଖଣ୍ଡ ଏବଂ ଓଡ଼ିଶା ପୋଲିସର ବଡ ଅପରେଶନ୍ ହେଲା ସଫଳ । ଗତକାଲି ମଧ୍ୟ ବିପୁଳ ପରିମାଣର ବିସ୍ଫୋରକ ମିଳିଥିବା ସୂଚନା ।
ବିଭିନ୍ନ ମାଓ ଅଡ୍ଡାକୁ କବଜା କରିଛନ୍ତି ସୁରକ୍ଷା ବାହିନୀ । ମାଓବାଦୀଙ୍କ ଇନଫର୍ମରକୁ ଉଠାଇ ନେଇ ତଦନ୍ତ କରୁଛି ପୋଲିସ ।
ସରଣ୍ଡାରେ ଫସିଛନ୍ତି ମାଓ ସଙ୍ଗଠନର ଟପ୍ ଲିଡର ।