fbpx

ଦୁର୍ବ୍ୟବହାର ଅଭିଯୋଗରେ ଫସିଗଲେ ସମ୍ବଲପୁର ବିଧାୟକ: ଜୟନାରାୟଣ ମିଶ୍ରଙ୍କ ନାଁରେ ରୁଜୁ ହେଲା ମାମଲା

ଭୁବନେଶ୍ୱର: ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ରଙ୍କ ନାଁରେ ରୁଜୁ ହୋଇଛି ମାମଲା । ସଦର ତହସିଲଦାରଙ୍କ ପକ୍ଷରୁ ଦାୟରକ ରାଯାଇଥିବା ଏତଲା ଆଧାରରେ ଶ୍ରୀ ମିଶ୍ରଙ୍କ ନାଁରେ ମାମଲା ରୁଜୁ କରାଯାଇଛି । ତହସିଲଦାରଙ୍କ ଦୁର୍ବ୍ୟବହାର କରିବା ଅଭିଯୋଗରେ ରୁଜୁ ହୋଇଛି ମାମଲା । କ୍ଷେତ୍ରରାଜପୁର ଥାନା ଅନ୍ତର୍ଗତ ଦୁର୍ଗାପାଲି ଅଞ୍ଚଳରେ ବସ୍ତି ଉଚ୍ଛେଦ ସମୟରେ ଦୁର୍ବ୍ୟବହାର କରିଥିବା ଅଭିଯୋଗ କରିଥିଲେ ତହସିଲଦାର । ତେବେ ତହସିଲଦାରଙ୍କ ଏତଲାକୁ ଭିତ୍ତି କରି ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ରଙ୍କ ନାଁରେ ଏକ ମାମଲା ରୁଜୁ କରାଯାଇଛି ।

Get real time updates directly on you device, subscribe now.