ଜଳେଶ୍ୱର,୨୩ ।୧(ଓଡିଶା ଭାସ୍କର): ରାଜ୍ୟରେ ଗତକିଛି ଦିନ ହେବ ଭେଜାଲ ମାଲ୍ ଜବତ ହେବାରେ ଲାଗିଛି । ଜର୍ଦ୍ଦାରୁ ଆରମ୍ଭ କରି ପନିର, ସସ୍ ଆଦି ନକଲି ମାଲ୍ ଜବତ ହୋଇଛି । ଏହାରି ମଧ୍ୟରେ ଜଳେଶ୍ୱର ମାଛ ମାର୍କେଟ୍ ନିକଟରୁ ବିପୁଳ ପରିମାଣର ନକଲି ଜର୍ଦ୍ଦା ଜବତ ହୋଇଛି । ଏସଟିଏଫ୍ ଦ୍ୱାରା ବିପୁଳ ପରିମାଣର ନକଲି ଜର୍ଦ୍ଦା ଜବତ କରାଯାଇଛି । କୌଣସି ବିଶେଷ ସୂତ୍ରରୁ ଖବର ପାଇଁ ସେଠାରେ ଚଢାଉ କରିଥିଲା ଏସଟିଏଫ୍ ।