fbpx

(Video) ଅଧାରେ ରହିଗଲା କାନାଡା ସ୍ୱପ୍ନ: ବରଫ ଝଡ଼ରେ ଲୀନ ହୋଇଗଲା ପରିବାର

ଅଧାରେ ରହିଗଲା ସ୍ୱପ୍ନ, ଚାଲିଗଲା ପୁରା ପରିବାରହ ଜୀବନ । କାନାଡା ଯିବା ସ୍ୱପ୍ନର ଏଭଳି ଦୁଃଖଦ ଅନ୍ତ ହୁଏତ କେହି କେବେ ଭାବିନଥିବେ । ଅଧା ବାଟରେ ବରଫ ଚାପିଦେଲା ସଂପୂର୍ଣ୍ଣ ପରିବାରକୁ ।

ଏହି ଘଟଣା ପରେ ଏବେ କାହା ଆଖିରେ ଲୁହ ସୁଖୁନାହିଁ । ଏକ ଉନ୍ନତ ଏବଂ ସୁନ୍ଦର ଜୀବନକୁ ଉପଭୋଗ କରିବା ଆଶାରେ ଗୁଜୁରାଟୀ ପରିବାର କାନାଡା ଦେଶକୁ ଯାଉଥିଲେ । କାନାଡା ଯିବାର ସ୍ୱପ୍ନ ଏତେ ପ୍ରବଳ ମାତ୍ରାରେ ଥିଲା ଯେ ବେଆଇନ ଉପାୟରେ ବି ଯିବାକୁ ପଛାଇନଥିଲେ । କିନ୍ତୁ ବାଟରେ ବରଫ ସମାଧି ନେଇଗଲେ ସଂପୂର୍ଣ୍ଣ ପରିବାର । ଘଟଣାଟି ଏତେ ହୃଦୟବିଦାରକ ଥିଲା ଯେ କାନାଡ଼ା ପ୍ରଧାନମନ୍ତ୍ରୀଙ୍କ ଅଖି ଛଳ ଛଳ ହୋଇଯାଇଥିଲା । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.