fbpx
BSKY SKY
BSKY SKY

ଏଥର ଜୁଲାଇ ୧୨ରେ ରଥଯାତ୍ରା

BSKY

ପୁରୀ, ୨ା୩(ଓଡିଶା ଭାସ୍କର) : ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଯାନିଯାତ୍ରା ତାଲିକା ପ୍ରକାଶ ପାଇଛି ।

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପର୍ବପର୍ବାଣୀ, ଯାନିଯାତ୍ରା ଦିନ ଧାର୍ଯ୍ୟ କରାଯାଇଛି ।

ତେବେ ଚଳିତବର୍ଷ ଜୁଲାଇ ୧୨ରେ ହେବ ରଥଯାତ୍ରା ।

ଏହା ସହ ୨୦ରେ ବାହୁଡା ଯାତ୍ରା ଓ ୨୧ରେ ସୁନାବେଶ ହେବ । ପାଞ୍ଜିରେ ସମାନତା ପାଇଁ ଶ୍ରୀମନ୍ଦିର ପ୍ରଶାସନ ଉଦ୍ୟମ କରିଛି ।

ସେହିପରି ମେ’ ୧୫ ତାରିଖ ଅକ୍ଷୟ ତୃ୍ତୀୟାରେ ରଥ ଅନୁକୂଳ ସହ ଚନ୍ଦନ ଯାତ୍ରା ହେବ ।

Get real time updates directly on you device, subscribe now.