Breaking: ଭୁଲିଗଲା ରକ୍ତ ସମ୍ପର୍କ: ବାପ ମାଡ଼ିବସିଲା ଝିଅକୁ ବଳାତ୍କାର କରିବା ପାଇଁ

ମା’ର ଅନୁପସ୍ଥିତିରେ ଝିଅ ଶରୀରରେ କାମନା ପୂରା କରୁଥିବା ଲମ୍ପଟ ବାପା । ସହି ପାରିଲାନି ନାବାଳିକା ସବୁ କହିଦେଲା ମାଉସୀ ଆଗରେ ।

ଜଳେଶ୍ୱର: ବାଲେଶ୍ୱର ରେମୁଣାରେ ଘଟିଯାଇଛି ଏକ ଲୋମଟାଙ୍କୁରା ଘଟଣା । ଘଟଣା ବିଷୟରେ ଯିଏ ଶୁଣୁଛୁ ସେ ମୁଣ୍ଡରେ ହାତ ଦେଇ ବସୁଛି । ଯୌନ ସମ୍ପର୍କ ଆଗରେ ହାର୍ ମାନିଛି ଜଣେ ବାପା । ନିଜ ନାବାଳିକା ଝିଅ ଶରୀରକୁ ନିଜ କାମନା ପାଇଁ ବ୍ୟବହାର କରୁଥିଲା ବାପା ।

ରେମୁଣାରେ ଜଣେ ନାବାଳିକାଙ୍କୁ କଳାକ୍ରାର କରିବା ଅଭିଯୋଗରେ ଗିରଫ ହୋଇଛି ବାପା । ସ୍ତ୍ରୀ’ର ଅନୁପସ୍ଥିତିରେ ନିଜ ଝିଅ ସହ ବାରମ୍ବାର ରଖୁଥିଲା ଶାରିରୀକ ସମ୍ପର୍କ । ବାପାର କୁକର୍ମରେ ଅତିଷ୍ଟ ହୋଇ ପୀଡ଼ିତା ନାବାଳିକା ଜଣକ ଏ ସମ୍ପର୍କରେ ନିଜ ମାଉସୀଙ୍କୁ ଜଣାଇଥିଲେ ।

ସମ୍ପୃକ୍ତ ବାପାଙ୍କ ନାଁ’ରେ ମାଉସୀ ଅଭିଯୋଗ କରିବା ପରେ, ବାପାକୁ ଗିରଫ କରିଛି ପୋଲିସ ।