fbpx

ରାୟଗଡ଼ : ଝିଅ କୁ ଅପହରଣ କରି ଫସିଲେ ବାପା

ରାୟଗଡ଼ , 18/12: ରାୟଗଡା ର ବହୁଚର୍ଚ୍ଚିତ ଅପହରଣ ର ପର୍ଦାଫାଶ ହୋଇଛି ପ୍ରଥମ ସ୍ତ୍ରୀ ର ଝିଅ କୁ ଅପହରଣ କରି ଫସିଛନ୍ତି ବାପା ଏହାସହ ପୋଲିସ ଝିଅ କୁ ଉଦ୍ଧାର କରିଛି । ୩ ବର୍ଷର ଝିଅକୁ ଅପହରଣ କରି ବାପା ଓ ସହଯୋଗୀ ଗିରଫ ।ଅପହରଣ ନାଟକ ର ପର୍ଦାଫାଶ କଲା ପୋଲିସ । ମାମୁ ସହ ଶତ୍ରୁତା କୁ କେନ୍ଦ୍ର କରି ଅପହରଣ ନାଟକ।

Get real time updates directly on you device, subscribe now.