Breaking: ଆଜି ପବିତ୍ର ବାହୁଣୀ ସ୍ନାନ, ବୁଡ଼ ପକାଇଲେ ଶହ ଶହ ଶ୍ରଦ୍ଧାଳୁ

ଆସିକା: ବାରୁଣିରେ ବୁଡ଼ ପକାଉଛନ୍ତି ଶ୍ରଦ୍ଧାଳୁ । ବୁଡ଼ ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ।

ଋଷିକୁଲ୍ୟା ଓ ବଡ଼ ନଦୀ ସଙ୍ଗମ ସ୍ଥଳରେ ବୁଡ଼ । ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ ସହ ଅସ୍ଥି ବିସର୍ଜନ କରୁଛନ୍ତି ଶ୍ରଦ୍ଧାଳୁ ।

ଯାଜପୁରର ଏହା ପ୍ରସିଦ୍ଧ ସ୍ନାନ । ଏହି ଦିନ ଏଠାରେ ପିଣ୍ଡଦାନ କଲେ ପିତୃପୁରୁଷ ସନ୍ତୁଷ୍ଟ ହେଉଥିବା ବିଶ୍ୱାସ ରହିଛି ।

ରାଜ୍ୟ ବ୍ୟତୀତ ଓଡ଼ିଶା ବାହାରୁୂୁ ଲୋକେ ଏଠାକୁ ଆସି ବୁଡ଼ ପକାଇଥାନ୍ତି । ତେବେ ଭିଡ଼କୁ ନଜରରେରଖି ସ୍ଥାନୀୟ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।