fbpx
BSKY SKY
BSKY SKY

ଜାଣନ୍ତୁ କେବେଠାରୁ ହେବ ଖରିଫ୍ ଧାନ ସଂଗ୍ରହ ପାଇଁ ନାମ ପଞ୍ଜୀକରଣ

BSKY

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଜୁଲାଇ ୧୫ରୁ ଖରିଫ୍ ଧାନ ସଂଗ୍ରହ ପାଇଁ ଚାଷୀଙ୍କ ନାମ ପଞ୍ଜୀକରଣ । ଜୁଲାଇ ୧୫ରୁ ଅଗଷ୍ଟ ୧୬ ପର୍ଯ୍ୟନ୍ତ ଫର୍ମ ଦାଖଲ କରିପାରିବେ ଚାଷୀ । ପୂର୍ବରୁ କରାଯାଇଥିବା ନାମ ପଞ୍ଜୀକରଣର ନବୀକରଣ ହେବନାହିଁ । ଧାନ ବିକ୍ରି କରିବା ପାଇଁ ଚାଷୀଙ୍କୁ ସାନି ନାମ ପଞ୍ଜୀକରଣ କରିବାକୁ ପଡ଼ିବ । ଚାଷୀଙ୍କ ସୁବିଧା ପାଇଁ ପ୍ରତ୍ୟେକ ସୋସାଇଟିରେ ହେଲପ୍ ଡେସ୍କ ରହିବ । ହେଲପ୍ ଡେସ୍କ ଚାଷୀଙ୍କୁ ଫର୍ମ ପୂରଣ କରିବାରେ ସାହାଯ୍ୟ କରିବ । କୌଣସି ଆପତ୍ତି, ଅଭିଯୋଗ ଆସିଲେ ତୁରନ୍ତ ଶୁଣାଣି କରାଯିବ ।

Get real time updates directly on you device, subscribe now.