fbpx

ଡାକ୍ତରଙ୍କୁ ଆକ୍ରମଣ କରି ୨ ଗିରଫ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଖୋର୍ଦ୍ଧାରେ ରୋଗୀ ସମ୍ପର୍କୀୟଙ୍କ ଆକ୍ରମଣରେ ଡାକ୍ତର ଆହତ । ଟାଙ୍ଗୀ ସିଏଚସିରେ ଡାକ୍ତରଙ୍କୁ ରୋଗୀ ସମ୍ପର୍କୀୟଙ୍କ ମରଣାନ୍ତକ ଆକ୍ରମଣ ଅଭିଯୋଗ । ଚିକିତ୍ସାରେ ଅବହେଳା ଅଭିଯୋଗ କରି ଆକ୍ରମଣ ହୋଇଥିବା ସୂଚନା । ଆକ୍ରମଣ ନେଇ ଥାନାରେ ଅଭିଯୋଗ କଲେ ଆହତ ଡାକ୍ତର ସୁଭାଶିଷ ଷଡ଼ଙ୍ଗୀ । ଅଭିଯୋଗ ପରେ ୨ ଜଣଙ୍କୁ ଗିରଫ କରି ପୋଲିସର ପଚରାଉଚରା ।

Get real time updates directly on you device, subscribe now.