fbpx

ମଥୁରା ବୃନ୍ଦାବନରେ ଭୀଷଣ ଅଗ୍ନିକାଣ୍ଡ: ନିଆଁ ଲିଭାଉଛି ଅଗ୍ନିଶମ ବାହିନୀ

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶର ପ୍ରସିଦ୍ଧ ମନ୍ଦିର ବୃନ୍ଦାବନରେ ଅଗ୍ନିକାଣ୍ଡ ଘଟିଯାଇଛି । ଲୋକପ୍ରିୟ ପ୍ରେମ ମନ୍ଦିରରେ ଅଚାନ୍ ଭୀଷଣ ନିଆଁ ଲାଗି ଯାଇଥିବା ଦେକିବାକୁ ମିଳିଛି । ତେବେ ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣା ପଡି ନଥିବା ବେଳେ ସବୁଆଡେ ଏହାକୁ ନେଇ ଭୟ ଖେଳିଯାଇଛି । ତେବେ ନିଆଁ ଲିଭାଇବା ପାଇଁ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଛି ଅଗ୍ନିଶମ ବାହିନୀ । ମନ୍ଦିରରେ ନିଆଁକୁ ଆୟତ୍ତ କରିବାରେ ଦୁଇଟି ଦମକଳ ଗାଡି ନିୟୋଜିତ ହୋଇଛନ୍ତି ।

Get real time updates directly on you device, subscribe now.