fbpx

ଏମକେସିଜି ମେଡିକାଲ କଲେଜର କାର୍ଡିଓଲୋଜି ୱାର୍ଡରେ ଅଗ୍ନିକାଣ୍ଡ

ବ୍ରହ୍ମପୁର,୨୬ ।୪(ଓଡିଶା ଭାସ୍କର): ବ୍ରହ୍ମପୁର ଏମକେସିଜି କଲେଜର କାର୍ଡିଓଲୋଜି ୱାର୍ଡରେ ଆଜି ଘଟିଛି ଅଗ୍ନିକାଣ୍ଡ । ଅଗ୍ନିଶମ ବାହିନୀ ଦ୍ୱାରା ନିଆଁ ତୁରନ୍ତ ଆୟତ୍ତ କରାଯାଇଥିବା ବେଳେ ଏହି ଅଗ୍ନିକାଣ୍ଡରେ କୌଣସି କ୍ଷତି ହୋଇନଥିବା ଜଣାପଡିଛି । ୱିଣ୍ଡୋ ଏସିରେ ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ।

Get real time updates directly on you device, subscribe now.