fbpx

BREAKING…ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ନିଆଁ; ରୋଗୀଙ୍କୁ ଅନ୍ୟ ୱାର୍ଡକୁ ସ୍ଥାନାନ୍ତର

Advertisement

ଗଞ୍ଜାମ: (ଓଡ଼ିଶା ଭାସ୍କର) ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ନିଆଁ ଲାଗିଛି । ସର୍ଟସର୍କିଟ୍ ଯୋଗୁଁ ନିଆ ଲାଗିଥିବା ସୂଚନା । ଓଭର ଲୋଡିଂ ପାଇଁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ନିଆଁ ଲାଗିବା ଦେଖି ରୋଗୀଙ୍କୁ ଅନ୍ୟ ୱାର୍ଡକୁ ସ୍ଥାନାନ୍ତର କରାଗଲା । ମେଡିକାଲ ଉପର ମହଲା ଶିଢ଼ି ତଳେ ଲାଗିଛି ନିଆଁ । ଅଗ୍ନିଶମ ବାହିନୀ ପକ୍ଷରୁ ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଜାରି।

Get real time updates directly on you device, subscribe now.