fbpx

BREAKING NEWS; ଦିପାବଳୀ ବେଳେ ଅଘଟଣ; ବାଣ ନିଆଁରୁ ଜଳିଗଲା ଘର

ଓଡିଶା ଭାସ୍କର; ଦିପାବଳୀ ପାଳନ କରିବାରେ ବ୍ୟସ୍ତ ରହିଛନ୍ତି ସାରା ଦେଶବାସୀ । ଆଉ ଏତିକି ବେଳେ ଏକ ଅଘଟଣ ଘଟିଯାଇଥିବା ଖବର ଆସି ପହଞ୍ଚିଛି । ବାଣ ନିଆଁ ପଡିବାରୁ ଏକ ଚାଳଘର ଜଳିଯାଇଥିବା ସୂଚନା ମିଳିଛି । କଟକ ହାତିପୋଖରୀ ଅଞ୍ଚଳରେ ଏଭଳି ଏକ ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ତେବେ ଏହାର ଖବର ପାଇ ନିଆଁ ଲିଭାଇବା ପାଇଁ ଅଗ୍ନିଶମ ବାହିନୀ ନିଜର ଉଦ୍ୟମ ଜାରି ରଖିଥିବା ଜଣାପଡିଛି ।

Get real time updates directly on you device, subscribe now.