fbpx

ଓଏନଜିସି ପ୍ଲାଣ୍ଟରେ ଭୟାବହ ଅଗ୍ନିକାଣ୍ଡ

ଗୁଜୁରାଟ, ୨୪/୯: ଗୁଜୁରାଟ ସୁରତରେ ଥିବା ଓଏନଜିସି ପ୍ଲାଣ୍ଟରେ ବଡଧରଣର ଅଗ୍ନିକାଣ୍ଡ ହୋଇଛି । ବିସ୍ଫୋରଣ ହୋଇଥିବାରୁୁ ଓଏନଜିସି ପ୍ଲାଣ୍ଟରେ ନିଆଁ ଲାଗିଛି। ନିଆଁ ଲିଭା କାଯ୍ୟରେ ଦମକଳର ୧୨ରୁ ଅଧିକ ଗାଡି  ନିୟୋଜିତ ହୋଇଛି। ବିସ୍ଫୋରଣ ପରେ କୌଣସି ମୃତାହତ ହୋଇଥିବା ନେଇ ସୁଚନା ମିଳିନାହିଁ।

Get real time updates directly on you device, subscribe now.