fbpx

ଜାମ୍ମୁ-କାଶ୍ମୀରରେ ଗୁଳିକାଣ୍ଡ: ୩ ଯବାନ ଆହତ

ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀର କୁପୱାଡା ଜିଲ୍ଲା ଏକ ଅଞ୍ଚଳରେ ଯବାନ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି । ଏଥିରେ ଆତଙ୍କବାଦୀଙ୍କ ସହ ଗୁଳିବିନିୟ ହେବା ଦ୍ୱାରା ୩ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି । ସେମାନଙ୍କୁ ସେହି ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି ।

Get real time updates directly on you device, subscribe now.