Breaking: ଛୁଆକୁ ବି ଛାଡ଼ିଲେନି! ନାବାଳକକୁ ଗୁଳିମାଡ଼, କଟକ ବଡ଼ ମେଡିକାଲରେ ଭର୍ତ୍ତି 

ଅନୁଗୁୁଳ: ଘର ଆଗରେ ବୁଲୁଥିବାବେଳେ ନାବାଳକକୁ ଗୁଳିମାଡ଼ । ନିଶା ଶିଳ୍ପାଞ୍ଚଳ ଥାନା ସାନ କେରଜଙ୍ଗ ଗାଁରେ ଗୁଳିମାଡ଼ ।

ନାବାଳକ ଜଂଘରେ ବାଜିଛି ଗୁଳି, କଟକ ମେଡିକାଲ ସ୍ଥାନାନ୍ତର । କିଏ ଓ କାହିଁକି ନାବାଳକକୁ ଗୁଳିମାଡ଼ କଲା କାରଣ ଅସ୍ପଷ୍ଟ ।

ଘଟଣା ସମ୍ପର୍କରେ  ସୂଚନା ପାଇ ସ୍ଥାନୀୟ ପୋଲିସ ଟିମ୍  ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । ପରିବାର ସହ ପୂର୍ବଶତୃତାକୁ କେନ୍ଦ୍ର କରି   ଗୁଳିମାଡ଼ କରାଯାଇଥିବା  ସନ୍ଦେହ କରୁଛି ପୋଲିସ ।