fbpx

Flipkart ର ଆରମ୍ଭ ହେଲା ପାଞ୍ଚ ଦିନିଆ ନୂଆ ସେଲ, ଅଗଷ୍ଟ ୫ ତାରିଖ ପର୍ଯ୍ୟନ୍ତ ମିଳିବ ବମ୍ପର ଡିସକାଉଣ୍ଟ

ନୂଆଦିଲ୍ଲୀ: ଅଗଷ୍ଟ ମାସ ଆସିବା ମାତ୍ରେ ସମସ୍ତ ଉତ୍ସବ ଆରମ୍ଭ ହୋଇଯାଏ । ଏଥିସହ ଭାରତର ସପିଂଗ ପ୍ଲାଟଫମର୍ସ ଉପରେ ସେଲ ମଧ୍ୟ ଆରମ୍ଭ ହୋଇଯାଏ । ଭାରତର ସବୁଠାରୁ ବଡ଼ ସପିଙ୍ଗ ପ୍ଲାଟଫର୍ମରେ ଏକ ଫ୍ଲିପକାର୍ଟ ୧ ଅଗଷ୍ଟର ମଧ୍ୟରାତ୍ରୀରୁ ସେଲ ଆରମ୍ଭ କରିଦେଇଛି ।

ଏହି ସେଲର ନାମ ବିଗ-ବଜତ ଡେ’ ଅଟେ । ଏହି ସେଲ ୫ ଅଗଷ୍ଟ ୨୦୨୪ ପର୍ଯ୍ୟନ୍ତ ଚାଲିବ ଏବଂ ଏହି ୫ ଦିନରେ ଗ୍ରାହକଙ୍କୁ ଅନେକ ସାରା ଡିଲ୍ସ ମିଳିବାକୁ ଯାଉଛି । ଏହି ପାଞ୍ଚ ଦିବସର ସେଲ ସମୟରେ ଫ୍ଲିପକାର୍ଟ ନିଜ ଗ୍ରାହକଙ୍କୁ ରିହାତି, ଆକର୍ଷଣୀୟ ଅଫର ଏବଂ ବିଶେଷ ଡିଲ୍ସର ଲାଭ ପ୍ରଦାନ କରିବ ।

ଏହି ସେଲ ସମୟରେ ଗ୍ରାହକଙ୍କୁ ସ୍ମାର୍ଟଫୋନ, ଇଲେକ୍ଟ୍ରୋନିକ୍ସ, ଫ୍ୟାଶନ, ଘରୋଇ ଜିନିଷ ଏବଂ ଅନେକ ସାରା ଆକର୍ଷଣୀୟ ରିହାତି ମିଳିବ । ଏହି ସେଲ ସମୟରେ ଯେଉଁ ୟୁଜର୍ସ .. ଏବଂ ..ରେ ପେମେଣ୍ଟ କରିବେ, ସେମାନଙ୍କୁ ପ୍ରତି ଜିନିଷରେ ଇଏମଆଇ ଉପରେ ୧୦ ପ୍ରତିଶତର ଇନଷ୍ଟାଣ୍ଟ ଡିସକାଉଣ୍ଟ ମିଳିବ ।

ଏହି ସେଲରେ ଗ୍ରାହକଙ୍କୁ ଅନେକ ଡିସକାଉଣ୍ଟ ସହ ଏକ୍ସଚେଞ୍ଜ ଅଫର୍ସ, ନୋ କଷ୍ଟ ଇଏମଆଇ, ବ୍ୟାଙ୍କ ଅଫର୍ସ ଏବଂ ଅନେକ ଆକର୍ଷଣୀୟ ଡିଲ ମିଳିବ । ଫ୍ଲିପକାର୍ଟ ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଗ୍ରାହକଙ୍କୁ ଅନେକ ନୂତନ ଅଫର ଏବଂ ପ୍ରଡକ୍ଟସ ଜାରି କରିବାକୁ ପ୍ରସ୍ତୁତ ହୋଇଛି ।

Get real time updates directly on you device, subscribe now.