ନୂଆଦିଲ୍ଲୀ: ହୁ ହୁ ହୋଇ ବଢ଼ିଚାଲିଛି ଖାଇବା ତେଲର ଦର । ଏହାକୁ ଖାଉଟିଙ୍କ ମହଲରେ ଚିନ୍ତାର କାରଣ ପାଲଟିଛି । ଏକ ସପ୍ତାହ ମଧ୍ୟରେ ୧୫୫ରୁ ବୃଦ୍ଧି ପାଇ ୧୭୫ ଟଙ୍କାରେ ପହଞ୍ଚିଲାଣି । ଆଉ ଏହି ପ୍ରଭାବ ଉପୁଜିଛି ୟୁକ୍ରେନ ଓ ରୁଷ ମଧ୍ୟରେ ଜାରି ରହିଥିବା ଯୁଦ୍ଧ କାରଣରୁ । ଯୁଦ୍ଧ ଥମିବାର ନାଁ ନେଉ ନଥିବା ବେଳେ ଏହାର ପ୍ରଭାବ ବିଭିନ୍ନ ଦିଗ ଉପରେ ପଡ଼ୁଛି । ପେଟ୍ରୋଲ୍ ଡିଜେଲର ଦର ଠାରୁ ଆରମ୍ଭ କରି ଖାଇବା ତେଲ ପର୍ଯ୍ୟନ୍ତ ସବୁ କିଛି ର ଦର ଏବେ ବେଲଗାମ ହେବାରେ ଲାଗିଛି । ଏନେଇ ଦେଖନ୍ତୁ ସ୍ପେଶାଲ୍ ରିପୋର୍ଟ ….ଭିଡିଓ