fbpx

ବଡ଼ ଖବର; ଆରପାରିରେ ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ସୁଶୀଲ ମୋଦୀ: କର୍କଟ ରୋଗରେ ଦେହାନ୍ତ

ବିହାର: ବିହାରର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ସୁଶୀଲ ମୋଦୀଙ୍କ ଦେହାନ୍ତ ଘଟିଯାଇଛି । କର୍କଟ ରୋଗରେ ଆକ୍ରନ୍ତ ସୁଶୀଲ ମୋଦୀ ୭୨ ବର୍ଷ ବୟସରେ ପ୍ରାଣ ହରାଇଛନ୍ତି ଏବେ ଚିର ଦିନ ପାଇଁ ଆଖି ବୁଜିଛନ୍ତି । ବିହାର ରାଜନୀତିରେ ଜଣେ ଟାଣୁଆ ନେତା ଭାବରେ ପରିଚିତ ସୁଶୀଲ ମୋଦୀ । ୨୦୦୪ ମସିହାରେ ଲୋକସଭା ଏବଂ ୨୦୨୦ରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ ସୁଶୀଲ ।

Get real time updates directly on you device, subscribe now.