fbpx

ଜିଏ ବିଭାଗକୁ ଫେରିଲେ ସିଏମ୍‌ଓରେ କାର୍ଯ୍ୟରତ ୪ ଅଫିସର

Advertisement

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ସିଏମ୍‌ଓରେ କାର୍ଯ୍ୟରତ ୪ ଜଣ ଅଫିସରଙ୍କୁ ଜିଏ ବିଭାଗକୁ ଫେରାଗଲା । ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବା ବେଳେ ସିଏମ୍‌ଓରେ କାର୍ଯ୍ୟରତ ଥିଲେ ଏହି ୪ ଜଣ ଅଫିସର । ଜିଏକୁ ଫେରିଲେ ଲାଲା ମନୋଜ କୁମାର ରାୟ, ରବୀନ୍ଦ୍ର କୁମାର ସେଠୀ, ଶୁଭ୍ରାଂଶୁ ମିଶ୍ର ଏବଂ ମନୋଜ କୁମାର ସ୍ବାଇଁ ।

Get real time updates directly on you device, subscribe now.