fbpx
BSKY SKY
BSKY SKY

ଗରିବଙ୍କୁ ଏମ୍ସରେ ଇକମୋ ଚିକିତ୍ସା ମାଗଣା

BSKY

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗରିବ ଲୋକଙ୍କୁ ଭୁବନେଶ୍ୱର ଏମ୍ସରେ ଏଣିକି ମାଗଣା ଇକମୋ ଚିକିତ୍ସା ମାଗଣା ଦିଆଯିବ । ଏହି ପରିପ୍ରେକ୍ଷୀରେ ରାସନ କାର୍ଡ ଧାରୀ ଏବଂ ଗରିବ ଲୋକମାନଙ୍କୁ ମାଗଣାରେ ଯୋଗାଇ ଦିଆଯିବ ଏହି ଚିକିତ୍ସା । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଏମ୍ସ ଅଧିକ୍ଷକ ଡାକ୍ତର ସଚ୍ଚିଦାନନ୍ଦ ମହାନ୍ତି । ତେବେ ଗତ ଜୁଲାଇ ୧୫ ତାରିଖରୁ ଇକମୋ ମେସିନ୍ କାର୍ଯ୍ୟକ୍ଷମ କରାଯାଇଛି ।

Get real time updates directly on you device, subscribe now.