fbpx

ସ୍ୱାଧୀନତା ସଂଗ୍ରାମୀ ଜିତେନ୍ଦ୍ରିିୟ ପ୍ରଧାନଙ୍କ ପରଲୋକ: ରାଷ୍ଟ୍ରପତି କରିଥିଲେ ସମ୍ମାନୀତ

ଶତାୟୁ ସ୍ୱାଧୀନତା ସଂଗ୍ରାମୀ ଜିତେନ୍ଦ୍ରିିୟ ପ୍ରଧାନଙ୍କ ପରଲୋକ । ୧୦୨ ବର୍ଷ ବୟସରେ ବରଗଡ଼ର ପାଣିମୋରାରେ ଦେହାନ୍ତ । ଗତ ବର୍ଷ ଅଗଷ୍ଟ ୯ରେ ଜିତେନ୍ଦ୍ରିୟଙ୍କୁ ସମ୍ମାନିତ କରିଥିଲେ ରାଷ୍ଟ୍ରପତି । ଭାରତଛାଡ଼ ଆନ୍ଦୋଳନରେ ସାମିଲ ହୋଇ ଜେଲ୍ ଯାଇଥିଲେ ଜିତେନ୍ଦ୍ରିୟ ।

 

Get real time updates directly on you device, subscribe now.