fbpx

Poll Counting-2024; ପ୍ରଥମରୁ ବିଜେଡିର ବାଜିମାତ୍… ବିଧାନସଭା ଆସନରେ ଆରମ୍ଭ ହେଲା ଶଙ୍ଖନାଦ

ଓଡ଼ିଶା ଭାସ୍କର: ଓଡ଼ିଶା ବିଧାନସଭା ଆସନ ଲଢେଇରେ ଶୁଭିଛି ଶୁଭ ଶଙ୍ଖନାଦ । ଭୋଟ ଗଣତି ଆରମ୍ଭ ହେବା ମାତ୍ରେ ବିଜେଡିକୁ ମିଳିଛି ପ୍ରଥମ ଭୋଟ୍ । ନିର୍ବାଚନ ଭୋଟ ଗଣତି ଆରମ୍ଭ ହୋଇଥିବା ବେଳେ ପ୍ରଥମେ ପୋଷ୍ଟାଲ ବାଲାଟ ଗଣନା କରାଯାଉଛି । ଏହି ପୋଷ୍ଟାଲ ବାଲାଟରେ ବିଜେଡି ପ୍ରଥମରୁ ହିଁ ଆଗୁଆ ହୋଇଛି । ପୋଷ୍ଟାଲ ବାଲାଟ ଗଣତିରେ ପୁରୀରେ ଆଗୁଆ ରହିଛି ବିଜୁ ଜନତା ଦଳ । ପୁରୀର ବିଧାନସଭା ପ୍ରାର୍ଥୀ ସୁନୀଲ ମହାନ୍ତି ବିଜେଡି ପାଇଁ ଶଙ୍ଖନାଦ ଆଗରେ ର୍ନିବାଚନରେ ଆଗୁଆ ରହିଛନ୍ତି ।

Get real time updates directly on you device, subscribe now.