fbpx

ଗଡ଼ ମହାବୀର ହନୁମାନ ମନ୍ଦିରରେ ବ୍ରତୋପନୟନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗାଡ଼କଣରେ ଥିବା ଶ୍ରୀ ଶ୍ରୀ ଗଡ଼ ମହାବୀର ମନ୍ଦିର ପ୍ରାଙ୍ଗଣରେଅନୁଷ୍ଠିତ ହୋଇ ଯାଇଛି ବ୍ରତୋପନୟନ । ଶ୍ରୀ ଗୁରୁ ଚରଣାଶ୍ରିତ ସନ୍ଥ ରାମଚରଣ ଦାସଜୀ ମହାରାଜ(ତୁଳସୀ ବାବା)ଙ୍କ ଗୁରୁଜୀ ଶ୍ରୀ ଶ୍ରୀ ୧୦୮ ଶ୍ରୀ ମହନ୍ତ ଅଶୋକ ଦାସଜୀ ମହାରାଜଙ୍କ ସହଯୋଗରେଏହି କାର୍ଯ୍ୟକ୍ରମ ହୋଇଥିଲା ।

ଦୁଇ ଜଣ ବ୍ରାହ୍ମଣ ପିଲାଙ୍କ ବୈଦିକ ରୀତିରେ ବ୍ରତୋପନୟନ କାର୍ଯ୍ୟ ସମାପନ ହୋଇଯାଇଛି । ଏହି କାର୍ଯ୍ୟରେ ସାଧୁ ସନ୍ଥ ଏବଂ ମହନ୍ତ, ଭକ୍ତ ଏବଂ ସ୍ଥାନୀୟ ଜନସାଧାରଣଙ୍କ ସାହାଯ୍ୟକୁ ଅନୁଷ୍ଠାନର କର୍ମକର୍ତ୍ତା ସାଧୁବାଦ ଜଣାଇଛନ୍ତି ।

Get real time updates directly on you device, subscribe now.