fbpx
BSKY SKY
BSKY SKY

ବିିଜେଡିରେ ଯୋଗ ଦେଲେ ଗଣେଶ୍ୱର ବେହେରା, ନିକଟରେ କଂଗ୍ରେସରୁ ଦେଇଥିଲେ ଇସ୍ତଫା

BSKY

ଭୁବନେଶ୍ୱର:ବିଜେଡିରେ ଯୋଗ ଦେଲେ ବରିଷ୍ଠ କଂଗ୍ରେସ ନେତା ଓ ପୂର୍ବତନ ବିଧାୟକ ଗଣେଶ୍ୱର ବେହେରା । ବିଜେଡିର ବରିଷ୍ଠ ନେତାଙ୍କ ଉପସ୍ଥିତିରେ ସେ ଆଜି ବିଜେଡିରେ ଯୋଗ ଦେଇଛନ୍ତି । ଦଳୀୟ ସମର୍ଥକଙ୍କ ସହ ଆସି ସେ ବିଜେଡିରେ ଯୋଗ ଦେଇଛନ୍ତି । ଶଙ୍ଖ ଭବନକୁ ଆସି ସେ ବିଜେଡିରେ ଯୋଗ ଦେଇଛନ୍ତି । ଗଣେଶ୍ୱରଙ୍କ ସହିତ ତାଙ୍କର ହଜାର ହଜାର ସମର୍ଥକ ମଧ୍ୟ ଆଜି କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେଇଛନ୍ତି । ନିକଟରେ କଂଗ୍ରେସ ଛାଡିଥିଲେ ଗଣେଶ୍ୱର ବେହେରା ।

Get real time updates directly on you device, subscribe now.