ଗଂଜେଇ କୁ ବିପଦଜନକ ନିଶା ଦ୍ରବ୍ୟ ତାଲିକାରୁ ହଟାଇବାପାଇଁ ମିଳିତ ଜାତିସଂଘ ରେ ଭୋଟ୍ ଦେଲା ଭାରତ ।ଏହାକୁ ନେଇ ଆରମ୍ଭ ହୋଇଯାଇଛି ବିତର୍କ । ଜେଇକୁ ନେଇ ନାର୍କୋଟିକ୍ ବ୍ୟୁରୋ କଡ଼ା ଅଭିମୁଖ୍ୟ ଦେଖାଉଥିବା ବେଳେ ବିପଜ୍ଜନକ ନିଶା ତାଲିକାରୁ ଗଂଜେଇକୁ ବାଦ ଦେବା ପାଇଁ ମିଳିତ ଜାତିସଂଘରେ ଭୋଟ ଦେଇଛି ଭାରତ । ୧୯୮୫ର ନାର୍କୋଟିକ୍ ଡ୍ରଗ୍ସ ଆଇନ୍ ଅନୁସାରେ ଭାରତରେ ଗଂଜେଇ ଏକ ନିଷିଦ୍ଧ ନିଶାଦ୍ରବ୍ୟ । ଗଂଜେଇ ଚାଷ, ଉତ୍ପାଦନ, ପରିବହନ, ବିକ୍ରି, ସେବନ ଦଣ୍ଡଯୁକ୍ତ ଅପରାଧ