CHARIDHAM

ବିପଦଜ୍ଜନକ ନିଶା ତାଲିକାରୁ ବାଦ ପଡିବ ଗଂଜେଇ? ଜାତିସଂଘରେ ସପକ୍ଷ ରେ ଭୋଟ୍ ଦେଲା ଭାରତ

ଗଂଜେଇ କୁ  ବିପଦଜନକ ନିଶା ଦ୍ରବ୍ୟ ତାଲିକାରୁ ହଟାଇବାପାଇଁ  ମିଳିତ ଜାତିସଂଘ ରେ ଭୋଟ୍ ଦେଲା ଭାରତ ।ଏହାକୁ ନେଇ ଆରମ୍ଭ ହୋଇଯାଇଛି ବିତର୍କ । ଜେଇକୁ ନେଇ ନାର୍କୋଟିକ୍ ବ୍ୟୁରୋ କଡ଼ା ଅଭିମୁଖ୍ୟ ଦେଖାଉଥିବା ବେଳେ ବିପଜ୍ଜନକ ନିଶା ତାଲିକାରୁ ଗଂଜେଇକୁ ବାଦ ଦେବା ପାଇଁ ମିଳିତ ଜାତିସଂଘରେ ଭୋଟ ଦେଇଛି ଭାରତ । ୧୯୮୫ର ନାର୍କୋଟିକ୍ ଡ୍ରଗ୍ସ ଆଇନ୍ ଅନୁସାରେ ଭାରତରେ ଗଂଜେଇ ଏକ ନିଷିଦ୍ଧ ନିଶାଦ୍ରବ୍ୟ । ଗଂଜେଇ ଚାଷ, ଉତ୍ପାଦନ, ପରିବହନ, ବିକ୍ରି, ସେବନ ଦଣ୍ଡଯୁକ୍ତ ଅପରାଧ