fbpx

‘ଅଳିଆ ପୁଣି ଅଳିଆ ଗଦାକୁ ଗଲା…’, ନୀତିଶଙ୍କ ଉପରେ ବର୍ଷିଲେ ଲାଲୁ ଯାଦବଙ୍କ ଝିଅ

ପାଟନା: ଆଜି ବିହାର ମୁଖ୍ୟମନ୍ତ୍ରୀ ପଦରୁ ନୀତିଶ କୁମାର ଇସ୍ତଫା ଦେବା ପରେ ବିହାର ରାଜନୀତିରେ ହଲଚଲ୍ ସୃଷ୍ଟି ହୋଇଛି । ଏଥିପାଇଁ ନୀତିଶଙ୍କୁ ଅନେକ ସମାଲୋଚନାର ସାମ୍ନା କରିବାକୁ ପଡ଼ିଛି । ଏଥିମଧ୍ୟରେ ଆରଜେଡି ମୁଖ୍ୟ ଲାଲୁ ଯାଦବଙ୍କ ଝିଅ ରୋହିଣୀ ଆଚାର୍ଯ୍ୟ କଟାକ୍ଷ କରିଛନ୍ତି । ଏନେଇ ସେ ସୋସିଆଲ ମିଡ଼ିଆ ପ୍ଲାଟଫମ୍ ‘ଏକ୍ସ’ରେ ଏକ ପୋଷ୍ଟ କରି ଲେଖିଛନ୍ତି, ‘ଅଳିଆ ଏବେ ପୁଣି ଅଳିଆ ଗଦାକୁ ଗଲା ।’

Get real time updates directly on you device, subscribe now.