fbpx
BSKY SKY
BSKY SKY

Big Breaking; ଏପ୍ରିଲ ୧୯ରେ ହେବ ସାଧାରଣ ନିର୍ବାଚନ, ଜୁନ ୪ରେ ଭୋଟ ଗଣତି: ଘୋଷଣା କଲେ ନିର୍ବାଚନ କମିସନ୍

BSKY

ନୂଆଦିଲ୍ଲୀ: ଚଳିତବର୍ଷ ସାଧାରଣ ନିର୍ବାଚନର ତାରିଖ ଘୋଷଣା ହୋଇଯାଇଛି । ଆସନ୍ତା ଏପ୍ରିଲ ୧୯ ତାରିଖରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିସନ୍ । ଏପ୍ରିଲ ୧୯ ତାରିଖରେ ମତଦାନ ହେବାକୁ ଥିବା ବେଳେ ଜୁନ୪ ତାରିଖରେ ଭୋଟ ଗଣତି କରାଯିବ । ତେବେ ଏ ନେଇ ଦେଶର ନିର୍ବାଚନ ଆୟୋଗ ତରଫରୁ ଘୋଷଣା କରାଯାଇଛି । ଲୋକସଭା ନିର୍ବାଚନ ସହ ଓଡ଼ିଶା ସମେତ ଅନ୍ୟ କିଛି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ମଧ୍ୟ ତାରିଖ ଘୋଷଣା କରାଯାଇଛି । ଏହାସହିତ ଆସନ୍ତା ନିର୍ବାଚନ ପ୍ରସ୍ତୁତି ନେଇ ସୂଚନା ଦେଇଛନ୍ତି ସିଇସି ରାଜୀବ କୁମାର ।

Get real time updates directly on you device, subscribe now.