fbpx

ଗାର୍ଲଫ୍ରେଣ୍ଡ ଅଚାନକ କଥା ହେବା ବନ୍ଦ କରିଦିଅନ୍ତି କାହିଁକି? ଜାଣନ୍ତୁ ଏହାର କାରଣ

ଓଡ଼ିଶା ଭାସ୍କର: ସାଧାରଣତଃ ରିଲେସନସିପରେ ଝିଅମାନେ ନିଜ ବୟଫ୍ରେଣ୍ଡ ସହ କଥାବାର୍ତ୍ତା ବନ୍ଦ କରିଦେଇଥାଆନ୍ତି । ଏଥିପାଇଁ ପୁଅମାନେ ଚିନ୍ତାରେ ପଡିଯାଆନ୍ତି । ତେବେ ଆସନ୍ତୁ ଜାଣିବା ଝିଅମାନେ କାହିଁକି କଥାବର୍ତ୍ତା ବନ୍ଦ କରିଦିଅନ୍ତି ଏବଂ ଏହା ପଛରେ କଣ ରହିଛି କାରଣ..

ଗାର୍ଲଫ୍ରେଣ୍ଡ-ବୟଫେଣ୍ଡଙ୍କ ସଂପର୍କ ପ୍ରେମ ଏବଂ ବିଶ୍ୱାସ ସହ ଜଡିତ । ଅନେକଥର ତାଙ୍କ ମଧ୍ୟରେ ଝଗଡ଼ା ଲାଗିଥାଏ । ଅଧିକାଂଶ ଝିଅମାନେ ନିଜ ବୟଫ୍ରେଣ୍ଡ ସହ କଥା ବନ୍ଦ କରିଦିଅନ୍ତି । ଏଥିରେ ଜଣେ ପୁଅ ଭାବିଥାଏ କାହିଁକି ଝିଅ କଥାବାର୍ତ୍ତା ବନ୍ଦ କରିଦେଲା ।

ଗାର୍ଲଫ୍ରେଣ୍ଡ ବୟଫ୍ରେଣ୍ଡ ସଂପର୍କରେ ଝିଅ ଯେତେବେଳେ ରାଗିଯାଏ, ସେହି ସମୟରେ ସେ ରାଗକୁ ଅନ୍ୟ ଢଙ୍ଗରେ ବ୍ୟବହାର କରିଥାଏ । ଆପଣ ନୋଟିସ କରିଥିବେ ଯେ, ଯେତେବେଳେ ଝିଅ ଆପଣଙ୍କ ସହ କଥାବାର୍ତ୍ତା କରୁନାହିଁ । ଏହାର ଅର୍ତ ସେ କୌଣସି ନା କୌଣସି ଜିନିଷକୁ ନେଇ ରାଗିଛନ୍ତି ।

ଅନେକ ଥର ଝିଅମାନେ କଥାବର୍ତ୍ତା ସେତେବେଳେ ଯାଇ ବନ୍ଦ କରନ୍ତି ଯେତେବେଳେ ଆପଣଙ୍କ ସହ କିଏ ଏପରି ଜିନିଷର ଡିମାଣ୍ଡ କରିଥାଏ, ଯାହାକୁ ଆପଣ ପୂରଣ କରିନାହାନ୍ତି । ଏହି ସମୟରେ ଆପଣ ଗାର୍ଲଫ୍ରେଣ୍ଡଙ୍କୁ ମନେଇବା ଶିଖନ୍ତୁ । ବୁଲାଇବା ପାଇଁ ନିଅନ୍ତୁ, ପାଖରେ ବସାଇ ପଚାରନ୍ତୁ ସେ କାହିଁକି ରାଗିଯାଇଛନ୍ତି ।

Get real time updates directly on you device, subscribe now.