fbpx

GITAM GAT 2022 ପରୀକ୍ଷା ଡେଟରେ ସଂଶୋଧନ, ଜାଣନ୍ତୁ ଡିଟେଲ…

ଗାନ୍ଧୀ ଇନଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲୋଜୀ ଆଣ୍ଡ୍ ମ୍ୟାନେଜମେଣ୍ଟ(GITAM) ଅଫିସିଆଲ ୱେବସାଇଟ gitam.edu  ରେ GITAM GAT 2022 ପରୀକ୍ଷା ପାଇଁ ପରୀକ୍ଷା ତାରିଖରେ ସଂଶୋଧନ କରିଛି । ରେଜିଷ୍ଟ୍ରେସନ ଡେଟ ବଢ଼ାଇବା ସହ ପରୀକ୍ଷା ତାରିଖ ଏବଂ ରେଜଲ୍ଟ ଡେଟ ମଧ୍ୟ ସଂଶୋଧନ କରାଯାଇଛି ।

GITAM GAT 2022 ଆବେଦନ ଫର୍ମ ଭରିବା ପାଇଁ ଶେଷ ତାରିଖ ୧୦ ମେ ରଖାଯାଇଛି । GITAM GAT 2022 ପରୀକ୍ଷା ୨୦ ରୁ ୨୬ ମେ ପର୍ଯ୍ୟନ୍ତ ଅନଲାଇନ ମୋଡରେ ହେବ । ପରୀକ୍ଷା ପରେ ୩୧ ମେରେ ରେଜଲ୍ଟ ଘୋଷଣା ହେବ ।

GITAM GAT 2022 ଆବେଦନ ଫର୍ମ ଭରିବା ପାଇଁ ଆପଣାନ୍ତୁ ଏହି ଷ୍ଟେପ୍:

  • GITAM GAT 2022 ର ଅଫିସିଆଲ ୱେବସାଇଟ gitam.edu କୁ ଯାଆନ୍ତୁ
  • GITAM GAT 2022 ରେଜିଷ୍ଟ୍ରେସନ ପାଇଁ ନାମ, ଇମେଲ ଏବଂ ମୋବାଇଲ ନମ୍ବର ଦେବାକୁ ହେବ
  • ଏହାପରେ ରେଜିଷ୍ଟ୍ରେସନ ଆଇଡିରେ ଲଗଇନ କରି ଲିଙ୍ଗ, କାଷ୍ଟ, ରାଷ୍ଟ୍ରୀୟତା, ଧର୍ମ, ନିକଟରେ ସରିଥିବା ଶିକ୍ଷାଗତ ଯୋଗ୍ୟତା ଭଳି ବିବରଣୀ
  • ଏହାପରେ ଜରୁରୀ ଡକ୍ୟୁମେଣ୍ଟ ଅପଲୋଡ କରନ୍ତୁ
  • ଏହାପରେ ପେମେଣ୍ଟ କରିବାକୁ ହେବ
  • ଶେଷରେ ଫର୍ମ ଚେକ କରିନିଅନ୍ତୁ ଏବଂ ସବମିଟ୍ କରନ୍ତୁ ।

Get real time updates directly on you device, subscribe now.