ଟଳିଲା ବଡ଼ ରେଳ ଦୁର୍ଘଟଣା: ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ୍

କୋରାପୁଟ: ଟ୍ରାକରୁ ଖସିଲା ମାଲବାହୀ ଟ୍ରେନର ୨୫ ୱାଗନ୍ । ଆନ୍ଧ୍ର ଟାଇଡାରୁ ଚିମିଡିପାଲି ଭିତର ଟନେଲରେ ଲାଇନ୍ ଚ୍ୟୁତ ହୋଇଛି ଟ୍ରେନ୍ ।

ମାଲବାହୀ ଟ୍ରେନଟି କୋରାପୁଟରୁ ବିଶାଖାପାଟଣା ଯାଉଥିବା ସୂଚନା । ଅଘଟଣ ପରେ କିରଣ୍ଡୁଲ- ବିଖ।।ଖାପାଟଣା ପାସେଞ୍ଜରର ଗତିପଥ ବଦଳାଗଲା ।

ଟ୍ରେନଟି ଟ୍ରାକରେ ଅଟକି ରହିଥିବାବେଳେ ସେ ଧାରଣା ଦେଇ ଯିବାକୁ ଥିବା ଟ୍ରେନର ରୁଟ୍ ବଦଳାଇ ଦିଆଯାଇଛି । ବିଭାଗୀୟ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଟ୍ରାକରୁ ଟ୍ରେନଟିକୁ ହଟାଇବାର ପ୍ରୟାସ ଆରମ୍ଭ କରିଛନ୍ତି ।