fbpx

ହାଇକୋର୍ଟଙ୍କୁ ସପ୍ତାହେ ସମୟ ମାଗିଲେ ସରକାର

ଭୁବନେଶ୍ୱର,୧୯ ।୧୦(ଓଡିଶା ଭାସ୍କର): ହାଇକୋର୍ଟରେ ସ୍କୁଲ ଫି ହ୍ରାସ ମାମଲାରେ ରାଜ୍ୟ ସରକାରଙ୍କୁ ପକ୍ଷ ରଖିବାକୁ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି । ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ସରକାରାଙ୍କୁ କହିଛନ୍ତି କୋର୍ଟ । ଏନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ହାଇକୋର୍ଟଙ୍କୁ ସପ୍ତାହେ ସମୟ ମାଗିଛନ୍ତି ସରକାର । ଫଳରେ ଆସନ୍ତା ସପ୍ତାହରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

Get real time updates directly on you device, subscribe now.