ହନୁମାନଙ୍କୁ ସନ୍ତୁଷ୍ଟ କରିବାର ମନ୍ତ୍ର… ସ୍ୱୟଂ ଭଗବାନ ଆସି ଦୁଃଖ-କଷ୍ଟ-ଚିନ୍ତା କରିବେ ଦୂର

ପ୍ରତିଦିନ ପାଠ କରନ୍ତୁ ହନୁମାନଙ୍କ ଏହି ମନ୍ତ୍ର । ସୁଖପ୍ରାପ୍ତି ହେବ ।

ଓଡ଼ିଶା ଭାସ୍କର: ହନୁମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ତାଙ୍କ ଆରଧନା କରିବା ଏକାନ୍ତ ଜରୁରୀ । ନିଷ୍ଠାର ସହିତ ଯେଉଁମାନେ ହନୁମାନଙ୍କ ପୂଜାର୍ଚ୍ଚନା କରନ୍ତି ସେମାନଙ୍କ ଉପରେ ପ୍ରଭୁ କୃପା କରନ୍ତି ।

ଭଗବାନଙ୍କୁ ଗୁଡ଼, ଚଣା ଭୋଗ ଯେମିତି ପ୍ରିୟ, ସେମିତି ତାଙ୍କୁ ସନ୍ତୁଷ୍ଟ କଲାଭଳି କିଛି ମନ୍ତ୍ର ରହିଛି । ଯାହାକୁ ହନୁମାନ ପୂଜା ବେଳେ ପଢ଼ିବା ଦ୍ୱାରା ଈଶ୍ୱରଙ୍କ କୃପା ପ୍ରାପ୍ତି ହୋଇଥାଏ । ଚାଲନ୍ତୁ ଜାଣିବା ଏହି ମନ୍ତ୍ର ଗୁଡିକ ସମ୍ପର୍କରେ….

ଓଁ
ଅଞ୍ଜନାଗର୍ଭସମ୍ଭୂତଂ ଅଗ୍ନିମିତ୍ରସ୍ୟ ପୁତ୍ରକମ୍ ।
ନମାମି ରାମଦୂତଂ ତଂ ସର୍ବକାର୍ଯ୍ୟାର୍ଥସିଦ୍ଧୟେ ॥ ୧॥

ଆଦିତ୍ୟସଦୃଶଂ ବାଳଂ ଅରୁଣୋଦୟସମ୍ଭବମ୍ ।
ନମାମି ରାମଦୂତଂ ତଂ ସର୍ବକାର୍ଯ୍ୟାର୍ଥସିଦ୍ଧୟେ ॥ ୨॥

ଇଙ୍ଗିତଜ୍ଞସ୍ୟ ରାମସ୍ୟ ଦୂତକାର୍ଯ୍ୟପରାୟଣମ୍ ।
ନମାମି ରାମଦୂତଂ ତଂ ସର୍ବକାର୍ଯ୍ୟାର୍ଥସିଦ୍ଧୟେ ॥ ୩॥

ଈଶ୍ୱରସ୍ୟାଂଶସମ୍ଭୂତଂ ଈଷଣାରହିତଂ ହରିମ୍ ।
ନମାମି ରାମଦୂତଂ ତଂ ସର୍ବକାର୍ଯ୍ୟାର୍ଥସିଦ୍ଧୟେ ॥ ୪॥

ଉଦଧିକ୍ରମଣଂ ବୀରଂ ଉଦାରଚରିତଂ ବିଭୁମ୍ ।
ନମାମି ରାମଦୂତଂ ତଂ ସର୍ବକାର୍ଯ୍ୟାର୍ଥସିଦ୍ଧୟେ ॥ ୫॥

ଊରୁବେଗୋତ୍ଥିତା ବୃକ୍ଷା ମୁହୂର୍ତ୍ତଂ କପିମନ୍ୱୟୁଃ ।
ନମାମି ରାମଦୂତଂ ତଂ ସର୍ବକାର୍ଯ୍ୟାର୍ଥସିଦ୍ଧୟେ ॥ ୬॥

ଋକ୍ଶାଖାଧ୍ୟାୟିନଂ ଶାନ୍ତଂ ମୃଗ୍ୟମାଣପଦାର୍ଚ୍ଚିତମ୍ ।
ନମାମି ରାମଦୂତଂ ତଂ ସର୍ବକାର୍ଯ୍ୟାର୍ଥସିଦ୍ଧୟେ ॥ ୭॥

ୠକାରାଦ୍ୟକ୍ଷରୋତ୍ପତ୍ତି ଜ୍ଞାନପୂରିତମାନସମ୍ ।
ନମାମି ରାମଦୂତଂ ତଂ ସର୍ବକାର୍ଯ୍ୟାର୍ଥସିଦ୍ଧୟେ ॥ ୮॥

ଋଌ ଇତ୍ୟାଦିବର୍ଣ୍ଣାନାଂ ଉଚ୍ଚାରଣବିଧାୟକମ୍ ।
ନମାମି ରାମଦୂତଂ ତଂ ସର୍ବକାର୍ଯ୍ୟାର୍ଥସିଦ୍ଧୟେ ॥ ୯॥

ଏଧମାନଶରୀରଂ ତଂ ରାଜମାନମୁଖାକୃତିମ୍ ।
ନମାମି ରାମଦୂତଂ ତଂ ସର୍ବକାର୍ଯ୍ୟିର୍ଥସିଦ୍ଧୟେ ॥ ୧୦॥

ଐକ୍ଷ୍ୱାକୁକୁଳବୀରସ୍ୟ ରାମସ୍ୟ ପ୍ରିୟପାତ୍ରକମ୍ ।
ନମାମି ରାମଦୂତଂ ତଂ ସର୍ବକାର୍ଯ୍ୟାର୍ଥସିଦ୍ଧୟେ ॥ ୧୧॥

ଓଷଧାଦ୍ରିସମାନୀତଦିବ୍ୟୌଷଧିସମନ୍ୱିତମ୍ ।
ନମାମି ରାମଦୂତଂ ତଂ ସର୍ବକାର୍ଯ୍ୟାର୍ଥସିଦ୍ଧୟେ ॥ ୧୨॥

ଔତ୍ସୁକ୍ୟମାତ୍ରକାଳେନ ଶତ୍ରୁକ୍ଷୟକରଂ ବିଭୁମ୍ ।
ନମାମି ରାମଦୂତଂ ତଂ ସର୍ବକାର୍ଯ୍ୟାର୍ଥସିଦ୍ଧୟେ ॥ ୧୩॥

ଇତି ଶ୍ରୀହନୁମତ୍ ସ୍ଵରମାଳାସ୍ତୋତ୍ରଂ ସମ୍ପୂର୍ଣ୍ଣମ୍ ।