fbpx

ନୁହଁ ହିଂସାରେ ଦୁଇ ଅଭିଯୁକ୍ତଙ୍କୁ ପୋଲିସର ଏନକାଉଣ୍ଟର, ଗୋଡରେ ବାଜିଛି ଗୁଳି

ନୁହଁ:ନୁହଁ ହିଂସା ପରେ ହରିୟାଣା ପୋଲିସ ଲଗାତର ଆକ୍ସନ ମୁଡ୍ରେ ରହିଛି । ପୋଲିସ ଏବେ ନୁହଁ ହିଂସାର ଦୁଇ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରିଛି । ଏହି ସମୟରେ ଜଣେ ଅଭିଯୁକ୍ତଙ୍କ ଗୋଡରେ ଗୁଳି ବାଜିଛି । ଅଭିଯୁକ୍ତକୁ ଆହତ ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ପ୍ରାଥମିକ ସୂଚନାରୁ ଜଣାପଡିଛି ଯେ, ପୋଲିସ ଦୁଇ ଅଭିଯୁକ୍ତ ମୁନସୈଦ ଓ ସୈକୁଲକୁ ଏନକାଉଣ୍ଟର ପରେ ଗିରଫ କରିଛି । ତେବେ ଅଭିଯୁକ୍ତ ସୈକୁଲର ଗୋଡରେ ଗୁଳି ବାଜିଛି ।

Get real time updates directly on you device, subscribe now.