fbpx
BSKY SKY
BSKY SKY

ଘନକୁହୁଡିକୁ ନେଇ ୧୦ ଜିଲ୍ଲାକୁ ସତର୍କ ସୂଚନା, ଜାଣନ୍ତୁ

BSKY

ଭୁବନେଶ୍ୱର,୩୦ ।୧୨(ଓଡିଶା ଭାସ୍କର): ରାଜ୍ୟରେ ଶୀତର ପ୍ରକୋପ ଟିକେ କମିଥିବା ବେଳେ କାଲିଠୁ ପୁଣି କମିବ ପାରଦ । ଶୀତ ସହ ଘନ କୁହୁଡିକୁ ନେଇ ରାଜ୍ୟର ୧୦ଟି ଜିଲ୍ଲାକୁ ସତର୍କ ସୂଚନା ଦେଇଛି ପାଣିପାଗ ବିଭାଗ । ସେହି ୧୦ଟି ଜିଲ୍ଲାଗୁହିକ ହେଉଛି-କଟକ, ଜଗତସିହପୁର, ଖୋର୍ଦ୍ଧା, ନୟାଗଡ, କନ୍ଧମାଳ, ପୁରୀ, ଭଦ୍ରକ, କଳାହାଣ୍ଡି, କୋରାପୁଟ ଓ ମାଲକାନଗିରି । ଏହି ଜିଲ୍ଲାରେ ପ୍ରବଳ କୁହୁଡି ହେବାର ସମ୍ଭାବନା ରହିଛି । କାଲି ସକାଳ ୮ଟା ୩୦ ପର୍ଯ୍ୟନ୍ତ ସତର୍କ ରହିବାକୁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି ।

Get real time updates directly on you device, subscribe now.