fbpx

ହାଇକୋର୍ଟଙ୍କ ଉପରେ ନିଷ୍ପତ୍ତି ଛାଡିଲେ ରାଜ୍ୟ ସରକାର

କଟକ,୧୦ ।୧୧(ଓଡିଶା ଭାସ୍କର): ହାଇକୋର୍ଟରେ ଘରୋଇ ସ୍କୁଲ ‘ଫି’ ବୃଦ୍ଧି ଛାଡ ଆବେଦନର ମାମଲାରେ ଆଜି ଜବାବ ଦାଖଲ କରିଛନ୍ତି ରାଜ୍ୟ ସରକାର । ହାଇକୋର୍ଟଙ୍କ ଉପରେ ନିଷ୍ପତ୍ତି ଛାଡିଛନ୍ତି ରାଜ୍ୟ ସରକାର । ଆସନ୍ତା ୨୩ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

Get real time updates directly on you device, subscribe now.