fbpx
BJD SKY
BJD SKY

ପରୀ ମାମଲାରେ ଚାର୍ଜସିଟ ଦାଖଲ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

BJD

କଟକ,୨୪ ।୧୨(ଓଡିଶା ଭାସ୍କର): ବହୁଚର୍ଚ୍ଚିତ ନୟାଗଡ ଯଦୁପୁର ‘ପରୀ’ ମୃତ୍ୟୁ ମାମଲାରେ ଚାର୍ଜସିଟ୍ ଦାଖଲ ପାଇଁ ଆଜି ଏସଆଇଟିକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଘଟଣାକୁ ଦୀର୍ଘଦିନ ବିତିଯାଇଥିବାରୁ ହାଇକୋର୍ଟ ଚାର୍ଜସିଟ୍ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ମନ୍ତ୍ରୀ ଓ ଏସଆଇଟି ମୁଖ୍ୟଙ୍କ ବୟାନରେ ତାଳମେଳ ରହୁନଥିବାରୁ ଆବେଦନ ପାଇଁ ନିର୍ଦ୍ଦେଶ ହୋଇଛି । ତେବେ ହାଇକୋର୍ଟରେ ‘ପରୀ’ର ଓକିଲ ପଦ୍ମାଳୟା ମହାପାତ୍ର ସତ୍ୟପାଠ ଦାଖଲ କରିଛନ୍ତି । ଆସନ୍ତା ଜାନୁଆରୀ ୧୨ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

Get real time updates directly on you device, subscribe now.