fbpx

ଭିଜିଲାନ୍ସ ଜାଲରେ ହିନ୍ଦୀ ଶିକ୍ଷକ

ଗଞ୍ଜାମ,୧୪ ।୧୦(ଓଡିଶା ଭାସ୍କର): ଭିଜିଲାନ୍ସ ଜାଲରେ ଫସିଲେ ଗଞ୍ଜାମ ଜିଲ୍ଲା ଝାଡାଙ୍କୁଲ ଯଶୋଦା ହାଇସ୍କୁଲର ଶିକ୍ଷକ । ହିନ୍ଦୀ ଶିକ୍ଷକ ଭୁବନାନନ୍ଦ ସାହୁଙ୍କ ବାସଭବନରେ ଆଜି ଭିଜିଲାନ୍ସ ଚଢାଉ କରିଛି । ବାସଭବନ ସମେତ ୧୦ଟି ସ୍ଥାନରେ ଭିଜିଲାନ୍ସ ଏକକାଳୀନ ଚଢାଉ କରିଥିବା ସୂଚନା ମିଳିଛି । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢାଉ କରିଛି ।

Get real time updates directly on you device, subscribe now.